ମାଓବାଦୀଙ୍କ ଲଙ୍କାକାଣ୍ଡ : କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ, ୩ଟି ଗାଡ଼ି ଜାଳିଦେଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ବିଜାପୁର ଜିଲ୍ଲାରେ ବର୍ତ୍ତମାନ ଲଗାଣ ବର୍ଷା ଲାଗି ରହିଛି। ବର୍ଷାରେ ମଧ୍ୟ ନକ୍ସଲଙ୍କ ଉତ୍ପାତ ବଢିଛି। ନକ୍ସଲ ଆଜି ସଂଧ୍ୟା ୫ଟା ବେଳେ ଏହି ଜିଲ୍ଲାର ପଦେଡା ଗ୍ରାମରେ ଜିଓ ଟାଵାର ବସାଇବା ପାଇଁ ନିୟୋଜିତ ଥିବା ତିନୋଟି ଜେସିବି ଗାଡିକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଛନ୍ତି। ଏଥିସହ ଏଠାରେ କାମ କରୁଥିବା କର୍ମଚାରୀଙ୍କୁ … Continue reading ମାଓବାଦୀଙ୍କ ଲଙ୍କାକାଣ୍ଡ : କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ, ୩ଟି ଗାଡ଼ି ଜାଳିଦେଲେ ନକ୍ସଲ